Skip to main content

The claim

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲୋକମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାରୁଛନ୍ତି।

Rating

Misleading. ଭାଇରାଲ ଭିଡିଓର ୨୦୨୪ ଲୋକସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ତେଲଙ୍ଗାନା ରାଜ୍ୟର ଏକ ପୁରୁଣା ଘଟଣା ଅଟେ ଯେଉଁଥିରେ ଟିଆରଏସ (TRS) ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ହୋଇଥିଲା।

Reviewed by Fact Crescendo ↗ ·

Original fact check ↗