Skip to main content

PeakMetrics / Fact Checks

Crime & justice fact checks

Explore claims publishers have checked about crime & justice. Read their original ratings and follow the evidence.

6,831 published reviews in this topic

Fact CrescendoCrime & justice

ଦିଲ୍ଲୀ ରେ ସବ-ଇନ୍ସପେକ୍ଟର ମନୋଜ ତୋମାର ଙ୍କୁ ଅଦାଲତ ରେ ହାଜାର କରାଇବାକୁ ନେବା ବେଳେ ଶାନ୍ତିପ୍ରିୟ ସମୁଦାୟ ଙ୍କର ଆକ୍ରମଣ।

Publisher’s rating: Misleading. ନମାଜୀଙ୍କୁ ଗୋଇଠା ମାରିଥିବା ପୋଲିସ ଅଧିକାରୀଙ୍କୁ କୋର୍ଟରେ ହାଜିର କରିବା ସମୟରେ ମୁସ୍ଲିମ ସମ୍ପ୍ରଦାୟ ଲୋକମାନେ ତାଙ୍କୁ ଆକ୍ରମ କରିଥିବା ଦାବି ବିଭ୍ରାନ୍ତକାରୀ ଅଟେ। ଦିଲ୍ଲୀ ପୋଲିସ ଏହାକୁ ଏକ ଫେକ୍ ନ୍ୟୁଜ୍ ବୋଲି କହିଛି। ନମାଜୀଙ୍କୁ ଗୋଇଠା ମାରିଥିବା ପୋଲିସ ଅଫିସର ଏହି ଭିଡିଓରେ ନାହାଁନ୍ତି।