Skip to main content

The claim

୨୦୨୪ ନିର୍ବାଚନ ପୂର୍ବରୁ ନିତିନ ଗଡକରି କହିଛନ୍ତି ଯେ ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ।

Rating

Missing Context. ଯଦିଓ ନିତିନ ଗଡକରି କହିଥିଲେ ଯେ କଂଗ୍ରେସ ଗଣତନ୍ତ୍ର ପାଇଁ ଆବଶ୍ୟକ କିନ୍ତୁ ଏହା ସମ୍ପୁର୍ଣ୍ଣ ଖବର ନୁହେଁ। ନିତିନ ଗଡକରି କଂଗ୍ରେସକୁ ଏକ ବିରୋଧୀ ଦଳ ଭାବରେ ଗଣତନ୍ତ୍ର ପାଇଁ ଆବଶ୍ୟକ ବୋଲି କହିଥିଲେ।

Reviewed by Fact Crescendo ↗ ·

Original fact check ↗

Sources and attribution

  1. [S1] Fact Crescendo original review

    Original review · Retrieved October 17, 2026