Skip to main content

The claim

ଲେଖାଶ୍ରୀ ସାମନ୍ତସିଂହାର ବିଜେଡ଼ି ଦଳରେ ଯୋଗଦେଲା ପରେ ଓଡ଼ିଶା ସରକାର ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।

Rating

Misleading. ଭାଇରାଲ ଭିଡିଓ ଫେବ୍ରୁଆରି ମାସର ଘଟଣା ଅଟେ। ଲେଖାଶ୍ରୀ ସାମନ୍ତସିଂହାର ଏପ୍ରିଲ ମାସରେ ବିଜେଡ଼ି ଦଳରେ ଯୋଗ ଦେଇଛନ୍ତି। ତେଣୁ ଲେଖାଶ୍ରୀଙ୍କର ବିଜେଡ଼ି ଉପରେ ଅଭିଯୋଗ ଦେବା ଏହି ଭିଡିଓ, ତାଙ୍କର ବିଜେଡ଼ି ଦଳ ଯୋଗ ଦେବା ପର ଘଟଣା ହୋଇଥିବା ସମ୍ଭବ ନୁହେଁ।

Reviewed by Fact Crescendo ↗ ·

Original fact check ↗

Sources and attribution

  1. [S1] Fact Crescendo original review

    Original review · Retrieved October 17, 2026