Skip to main content

The claim

ପାର୍ଟି ସଭା ସମୟରେ ବିଜେପି କର୍ମୀ ପରସ୍ପର ଉପରେ ସିଟ୍ ଫିଙ୍ଗି ଝଗଡା କରୁଛନ୍ତି।

Rating

Misleading. ଏହି ପୋଷ୍ଟ ସହିତ ସେୟାର କରାଯାଇଥିବା ଭିଡିଓ ବିଜେପି ବୈଠକର ନୁହେଁ ବରଂ ନ୍ୟୁଜ୍ ୧୮ ତାମିଲନାଡୁ ଦ୍ୱାରା ଆୟୋଜିତ ଏକ ବିତର୍କ କାର୍ଯ୍ୟକ୍ରମ ସମୟର ଅଟେ, ଯେଉଁଥିରେ ଡିଏମକେ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

Reviewed by Fact Crescendo ↗ ·

Original fact check ↗

Sources and attribution

  1. [S1] Fact Crescendo original review

    Original review · Retrieved October 17, 2026