Skip to main content

The claim

ନିର୍ବାଚନ ପ୍ରଚାର ପାଇଁ ବିଜେପି ନେତା ପ୍ରତାପ ସଡ଼ଙ୍ଗି ଏବଂ ସମ୍ବିତ ପାତ୍ର ସାଇକଲ୍ ଚଲଉଛନ୍ତି।

Rating

Misleading. ପୋଷ୍ଟରେ ପ୍ରତାପ ସଡ଼ଙ୍ଗି ଏବଂ ସମ୍ବିତ ପାତ୍ରଙ୍କର ଭାଇରାଲ ଫୋଟୋ ପୁରୁଣା ଅଟେ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

Reviewed by Fact Crescendo ↗ ·

Original fact check ↗