The claim
ଦିଲ୍ଲୀ ରେ ସବ-ଇନ୍ସପେକ୍ଟର ମନୋଜ ତୋମାର ଙ୍କୁ ଅଦାଲତ ରେ ହାଜାର କରାଇବାକୁ ନେବା ବେଳେ ଶାନ୍ତିପ୍ରିୟ ସମୁଦାୟ ଙ୍କର ଆକ୍ରମଣ।
Rating
Misleading. ନମାଜୀଙ୍କୁ ଗୋଇଠା ମାରିଥିବା ପୋଲିସ ଅଧିକାରୀଙ୍କୁ କୋର୍ଟରେ ହାଜିର କରିବା ସମୟରେ ମୁସ୍ଲିମ ସମ୍ପ୍ରଦାୟ ଲୋକମାନେ ତାଙ୍କୁ ଆକ୍ରମ କରିଥିବା ଦାବି ବିଭ୍ରାନ୍ତକାରୀ ଅଟେ। ଦିଲ୍ଲୀ ପୋଲିସ ଏହାକୁ ଏକ ଫେକ୍ ନ୍ୟୁଜ୍ ବୋଲି କହିଛି। ନମାଜୀଙ୍କୁ ଗୋଇଠା ମାରିଥିବା ପୋଲିସ ଅଫିସର ଏହି ଭିଡିଓରେ ନାହାଁନ୍ତି।
Reviewed by Fact Crescendo ↗ ·
Original fact check ↗Sources and attribution
- [S1] Fact Crescendo original review
Original review · Retrieved October 17, 2026